ବ୍ରହ୍ମପୁର ୪।୭: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ସହ ଝଗଡ଼ା କରି ନିଜ ବେକ କାଟିଲେ ଯୁବକ । ଘରୋଇ କଳିକୁ ନେଇ ଯୁବକ ଜଣଙ୍କ ନିଜ ବେକ କାଟି ଦେଇଥିବା ଜଣାପଡିଛି ।
ବ୍ରହ୍ମପୁର ଖାରବେଳ ନଗରରେ ରହୁଥିଲେ ଅଶୋକ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ । ଅଶୋକ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ନିଜ ବେକ କାଟିଦେଇଥିଲେ । ବେକ କାଟିବା ପରେ ଅଶୋକ ନିଜେ ବାଇକ୍ ଚଳାଇ ଏମକେସିଜି ମେଡ଼ିକାଲକୁ ଆସିଥିଲେ । ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ଅଶୋକଙ୍କ ଚିକିତ୍ସା ଜାରି ରହିଛି ।
You Can Read:
ଝାରପଡ଼ା ଜେଲ୍ରେ ଲାଗିବ ଏଆଇ କ୍ୟାମେରା, ପରିଦର୍ଶନ ବେଳେ ସୂଚନା ଦେଲେ ଜେଲ୍ ଡିଜି