ବ୍ରିଜ୍ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପାରିବାରିକ କଳହ ସାଜିଲା କାରଣ !

NEWS7
youth-arrested-allegation-of-sold-anganwadi-chhatua-in-salepur

ବଲାଙ୍ଗୀର ୨୦।୧୨ : ବ୍ରିଜ୍ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସୋନଗଡ଼ ବ୍ରିଜ୍ ଉପରୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ନାମ ଆନନ୍ଦ କୁମୁରିଆ, ତାଙ୍କ ଘର ଦେଓଗାଁ ସିକୁଆ ଗାଁରେ ବୋଲି ଜଣାପଡିଛି । ପାରିବାରିକ କଳହକୁ ନେଇ ଏପରି ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।