ଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ, ସିଂହଦ୍ଵାର ଥାନାରେ ଏତଲା

Published By : Prameya-News7 Bureau | April 17, 2024 IST

ପୁରୀ ୧୭।୪: ପୁଣି ଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଜଣେ ସେବାୟତ ମହିଳା କର୍ମଚାରୀଙ୍କୁ ଆକ୍ରମଣ କରିଥିବା ନେଇ ସିଂହଦ୍ଵାର ଥାନାରେ ଅଭିଯୋଗ କରାଯାଇଛି ।

ତେବେ ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଏଏସଆଇର କର୍ମଚାରୀ ପୂର୍ଣ୍ଣିମା ବେହେରା । ମହିଳା କର୍ମଚାରୀଙ୍କ ଗାଲକୁ ଚାପୁଡ଼ା ମାରିବା ସହ ତାଙ୍କୁ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ଵାର ଥାନାରେ ସମ୍ପୃକ୍ତ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ।

You Can Read :

ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲାଣି ତାତି, ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ

  • puri
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.