LIVE TV

ବିଜେପିରେ ଯୋଗ ଦେଲେ କଣ୍ଠଶିଳ୍ପୀ ମୈଥିଲି ଠାକୁର: ବିହାରର ଏହି ଆସନରୁ ଲଢ଼ିପାରନ୍ତି ନିର୍ବାଚନ

NEWS7
wife-dharana-in-front-of-husbands-house-in-jaleswar

ପାଟନା: ଗାୟିକା ମୈଥିଲି ଠାକୁର ମଙ୍ଗଳବାର  ବିଜେପିରେ ଯୋଗ ଦେଇଛନ୍ତି। ସେ ବିହାର ଅଲିନଗର ବିଧାନସଭା  ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।