ୟୁନିୟନ ବଜେଟ୍-୨୦୨୫; କ୍ୟାବିନେଟ୍‌ ବୈଠକରେ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଏହାକୁ ଉଭୟ ଗୃହରେ ଉପସ୍ଥାପନା କରିବେ । ଏହାପୂର୍ବରୁ କେନ୍ଦ୍ର ବଜେଟକୁ ନେଇ ସମସ୍ତ ରୀତିନୀତି ଶେଷ ହୋଇଛି । କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଜେଟ୍‌ ୨୦୨୫-୨୬କୁ ଅନୁମୋଦନ ମିଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ମିଟିଂ । ଏଥିରେ ସର୍ବସହମତି କ୍ରମେ ସାଧାରଣ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.