ଅନ୍ନଦାତା ଦେଶ ଚଳାଉଛନ୍ତି, ତାଙ୍କୁ କେମିତି ନକଲି କହୁଛନ୍ତି ସରକାର

NEWS7
trump-spared-jail-or-fine-at-hush-money-case-sentencing-days-before-taking-office

ଭୁବନେଶ୍ବର ୮।୨: ଚାଷୀଙ୍କୁ ନକଲି କହି ଅନ୍ନଦାତାଙ୍କୁ ଅପମାନ କରୁଛନ୍ତି ସରକାର, ଏହା ବଡ଼ ଅପରାଧ ଓ ନିନ୍ଦନୀୟ ବୋଲି କଂଗ୍ରେସ ବିଧାୟକ ନୀଳ ମାଧବ ହିକକା କହିଛନ୍ତି । ମଣ୍ଡିରେ ଧାନ ପଡିଛି, ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ । ଅନ୍ନଦାତା ଦେଶ ଚଳାଉଛନ୍ତି । ତାଙ୍କୁ କେମିତି ନକଲି କହୁଛନ୍ତି ସରକାର ?

ସରକାର କ’ଣ ଯାଞ୍ଚ କରିଛନ୍ତି । ୩୧୦୦ ଟଙ୍କାରେ ଧାନ କିଣିବାର ମିଛ କହିଲେ ମିଛୁଆ ସରକାର । କାହିଁକି ବାହାସ୍ପଟ ମାରୁଥିଲେ ? ମଣ୍ଡିରେ ଧାନ ପଡିଛି, ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।