ଲିଙ୍ଗରାଜ ମନ୍ଦିରରେ ମହିଳା ଭକ୍ତ ଅସୁସ୍ଥା, ଧାଡ଼ି ଦର୍ଶନକୁ ନେଇ ଅସନ୍ତୋଷ

NEWS7
total-coal-producation-goes-up-to-11-percentage-in-july

ଭୁବନେଶ୍ୱର ୧୫।୦୨ : ଲିଙ୍ଗରାଜ ମନ୍ଦିରରେ ଅସନ୍ତୋଷ । ଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖାସ୍ କରି ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭକ୍ତ ।