୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତ ସରକାରଙ୍କ ସାଧାରଣ ବଜେଟ୍

NEWS7
ticket-sales-ended-amid-irregularities-thousands-of-cricket-fans-disappointed--in-barabati-match

Budget 2026-27:

() ଅର୍ଥମନ୍ତ୍ରୀ ନିସୀତାରମଣ ଲଗାତର ୯ମ ଥର ପାଇଁ ଉପସ୍ଥାପନ କଲେ ସାଧାରଣ ବଜେଟ୍‌

()୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତ ସରକାରଙ୍କ ସାଧାରଣ ବଜେଟ୍‌

()‘ଆତ୍ମଭାରତ’ ଆମ ମାନଙ୍କର ଦିଶା ପ୍ରଦାକାରୀ ତାରକା କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

()କର୍ତ୍ତବ୍ୟ ଭବନରେ ନବମ ବଜେଟ୍‌ ଉପସ୍ଥାପନ: ଅର୍ଥମନ୍ତ୍ରୀ  କହିଲେ ଆମେ ୩ କର୍ତ୍ତବ୍ୟ ଦ୍ବାରା ପ୍ରୋତ୍ସାହିତ

() ବଜେଟ୍‌ର ‘ସଂକଳ୍ପ’ ଦରିଦ୍ରଙ୍କ ଉପରେ ଗୁରୁତ୍ବ ଏବଂ ୩ କର୍ତ୍ତବ୍ୟ ଉପରେ ପ୍ରାଧାନ୍ୟ

()-ଆମେ ନିଶ୍ଚିତ ଯେ ସରକାରଙ୍କ ସମସ୍ତ ପଦକ୍ଷେପ ଓ କାର୍ଯ୍ୟକ୍ରମରେ ନାଗରିକ ମାନେ ଉପକୃତ

()ଜନତା ସର୍ବଦା ଜନପ୍ରିୟତାବାଦ ଠାରୁ ଉର୍ଦ୍ଧରେ

()ସୁଲଭ ଦୀର୍ଘ ଜୀବନ ଏବଂ ମାନଯୁକ୍ତ ଜୀବନର ଚାବିକାଠି ହେଉଛି ଜୈବିକ ଔଷଧ

() ଭାରତର ସେମି କଣ୍ଡକ୍ଟର ମିଶନ, P.O ସଫଳ, ଏହା ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତର ସାମର୍ଥ୍ୟ ବୃଦ୍ଧି କରିଛି

() ଖଣିଜ ସମୃଦ୍ଧ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଏହି ୪ ରାଜ୍ୟକୁ ନେଇ ସ୍ବତନ୍ତ୍ର ବିରଳ ମୃତ୍ତିକା କରିଡର ବା ରେୟାର ଆର୍ଥ ପାର୍କ ପ୍ରତିଷ୍ଠା ହେବ ।

() କେନ୍ଦ୍ର ସରକାର ଦ୍ବିଧା ଉପରେ ନିର୍ଣ୍ଣାୟକ ଏବଂ ନିରନ୍ତର କାର୍ଯ୍ୟାନୁଷ୍ଠାନ ଚୟନ କରିଆସିଛନ୍ତି

() ସରକାରଙ୍କୁ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ‘ସଂସ୍କାର ଏକ୍ସପ୍ରେସ’ ସହାୟକ ହେବ

()‘ବିସ୍ମିତ ଭାରତ’ ଲକ୍ଷ୍ୟ ହାସଲରେ ଭାରତ ସର୍ବଦା ଦୃଢ ଆତ୍ମବିଶ୍ବାସ ସହ ପଦକ୍ଷେପ ନେବାର ଅଭିଯାନ ଜାରି ରଖିବ

()୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ କ୍ୟାପିଟାଲ ଏକ୍ସପେଣ୍ଡିଚର ବା ପୁଞ୍ଜିଗତ ବ୍ୟୟ ୧୨.୨ ଲକ୍ଷ କୋଟି ଟଙ୍କା ହେବ

()କଥା ନୁହେଁ କାମ,ସରକାର ସର୍ବଦା ସଂସ୍କାରକୁ ବକ୍ତପଟୁତା ଠାରୁ ଉପରେ ରଖିଆସିଛନ୍ତି

() ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ କଣ୍ଟେନର ନିର୍ମାଣ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ

() ଟେକ୍ସଟାଇଲ ସେକ୍ଟର ବା ବୟନଶିଳ୍ପ କ୍ଷେତ୍ର ପାଇଁ ବଡ ପ୍ରସ୍ତାବ । ଚ୍ୟାଲେଞ୍ଜିଂ ମୋଡ୍‌ରେ ମେଗା ଟେକ୍ସଟାଇଲ ପାର୍କମାନ ପ୍ରତିଷ୍ଠା  ଲାଗି ପ୍ରସ୍ତାବ

() MSME କ୍ଷେତ୍ର ପାଇଁ ବଡ ଆର୍ଥିକ ପ୍ରୋତ୍ସାହନ ପ୍ରସ୍ତାବ

()୧୦ ହଜାର କୋଟି ଟଙ୍କାର SME ଗ୍ରୋଥ ଫଣ୍ଡ ପ୍ରତିଷ୍ଠା ସହ ୨ହଜାର କୋଟିର ସେଲ୍ଫ ରେଲିଆଣ୍ଟ ଇଣ୍ଡିଆ ଫଣ୍ଡ ପ୍ରତିଷ୍ଠା ଲକ୍ଷ୍ୟ

() ନୂଆ ସ୍ବତନ୍ତ୍ର ଫ୍ରାଇଟ କରିଡର ବା ମାଲ୍‌ ପରିବହନ ପାଇଁ ସ୍ବତନ୍ତ୍ର ରୁଟ୍

()ଦେଶର ପୂର୍ବାଞ୍ଚଳ ସ୍ଥିତ ଡାଙ୍କୁଣୀରୁ ପଶ୍ଚିମର ସୁରାଟ ଯାଏ ସ୍ବତନ୍ତ୍ର ଫ୍ରାଇଟ୍‌ କରିଡର ପ୍ରତିଷ୍ଠା ପ୍ରସ୍ତାବ

() ୪୦ ହଜାର କୋଟି ଟଙ୍କା ଅଟକଳରେ ଭାରତ ସେମିକଣ୍ଡକ୍ଟର ମିଶନ ୨.୦ର ଘୋଷଣା