ପୁରୀ ୨୨।୭: ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଥାନା ଅନ୍ତର୍ଗତ ସମଙ୍ଗ ପାର୍କିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ଦୁଇ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି ।
ଅସଦାଚରଣର ଶିକାର ହୋଇଥିବା ୩ ଭଉଣୀଙ୍କ ପରିବାର ଲୋକେ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଶୁଣନ୍ତୁ କ'ଣ କହୁଛନ୍ତି ଅସଦାଚରଣର ଶିକାର ହୋଇଥିବା ଯୁବତୀ...
You Can Read:
କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ DFO ନିତ୍ୟାନନ୍ଦ ନାୟକ ଗିରଫ, ମିଳିଲାଣି ଲକ୍ଷାଧିକ ଟଙ୍କା ସହ ଶତାଧିକ ପ୍ଲଟ୍