ବ୍ରହ୍ମଗିରି ୧୩।୪: ବ୍ରହ୍ମଗିରିରୁ ସାମୁଦ୍ରିକ ସାର୍କ ମାଛ ପିସ୍ ଗାଡ଼ି ଅଟକ । ବ୍ରହ୍ମଗିରି- ଅରଖକୁଦା ସହଦେବପୁର ରାସ୍ତାରୁ ଅଟକ ରଖିଲା ବ୍ରହ୍ମଗିରି ବନ ବିଭାଗ । ୪ଟି ବରଫ ପେଟିରେ ମୋଟ୍ ୧୨ଖଣ୍ଡ ଥିବା ସୂଚନା । ଡ୍ରାଇଭର ସହିତ ଜଣଙ୍କୁ ଅଟକ ରଖାଯାଇଛି ।
ପ୍ରାଥମିକ ତଦନ୍ତରୁ ଏହା ବୁଲ୍ ସାର୍କ ବୋଲି ଜଣାପଡିବା ପରେ ଅଟକ ଥିବା ମାଂସ ଗାଡି ଏବଂ ଦୁଇ ଜଣଙ୍କର ଲିଖିତ ବୟାନନାମା ରଖି ଛାଡି ଦିଆଯିବ ବୋଲି ବ୍ରହ୍ମଗିରି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।
You Can Read:
ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର ସହର, ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି