UGCର ଚେତାବନୀ : ଦେଶରେ ୩୨ ବିଶ୍ୱବିଦ୍ୟାଳୟ ଫେକ୍‌, ରାଜଧାନୀରେ ସର୍ବାଧିକ

NEWS7
the-moving-car-caught-fire-the-passenger-jumped-to-save-his-life

ନୂଆଦିଲ୍ଲୀ ୨୧।୦୨ :  ସାବଧାନ । UGC ପକ୍ଷରୁ ଜାରି ହେଲା ଚେତାବନୀ । ଦେଶରେ ତିବ୍ର ଗତିରେ ବଢିଚାଲିଛି ଫେକ୍‌ ବିଶ୍ୱବିଦ୍ୟାଳୟ । UGC ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ଦେଶର ୧୨ ରାଜ୍ୟରେ ପ୍ରାୟ ୩୨ ବିଶ୍ୱବିଦ୍ୟାଳୟ  ଫେକ୍‌ ରହିଛି । ଯାହାପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଛନକା ପଶିଛି ।