ତୋଷାଳି ଭବନରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା

NEWS7
terrible-fire-breaks-out-in-bhubaneswar-shaheed-nagar

ଭୁବନେଶ୍ବର ୨୬।୨: ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା । ସର୍ଟ ସର୍କିଟରୁ ନିଆଁ ଲାଗି ଅନେକ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ଏ ଖବର ବି ପଢ଼ନ୍ତୁ:- ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ