Live Live
LIVE

ମୋକିମ୍‌ଙ୍କ ନୂଆ ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ', ଜାରି ହେଲା ଦଳୀୟ ପତାକାର ଚିତ୍ର

NEWS7
tahawwur-rana-deciding-death-sentence

କଟକ ୮।୩: ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଢ଼ିଲେ ନୂଆ ଦଳ । ନୂଆ ଦଳର ନାଁ ସ୍ପଷ୍ଟ କଲେ ମୋକିମ୍ । ଦଳର ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲା । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଏ ସମ୍ପର୍କରେ ସ୍ପଷ୍ଟ କଲେ ମହମ୍ମଦ ମୋକିମ୍ । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ଭୁବନେଶ୍ୱରରେ ସମାବେଶ କରିବ । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି କହିଲେ ମୋକିମ୍ ।

ଏ ଖବର ବି ପଢ଼ନ୍ତୁ:-ମହିଳା ଦିବସରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ : ଏ ସରକାରରେ ମାଆ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ