LIVE TV

ବିଜେଡି ଛାଡ଼ିବେ ଅମର ପଟ୍ଟନାୟକ ! ବିଜେପିରେ ହୋଇପାରନ୍ତି ସାମିଲ

NEWS7
sunrisers-hyderabad-won-by-3-runs

ଭୁବନେଶ୍ୱର ୦୩।୧୧: ନୂଆପଡ଼ା ନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିପାରେ ଶକ୍ତ ଝଟ୍‌କା । ଶଙ୍ଖ ଶିବିର ଛାଡି ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବିଜେଡିର ବରିଷ୍ଠ ରାଜନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସାମିଲ ହୋଇପାରନ୍ତି ଅମର ପଟ୍ଟନାୟକ ।