T 20 World Cup: ହାଇସ୍କୋରିଂ ମ୍ୟାଚରେ ବାଜି ମାରିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ, ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଟକ୍କର

NEWS7
sunrisers-hyderabad-vs-delhi-capitals-55th-match-

ମୁମ୍ବାଇ: ସଂଘର୍ଷପୂର୍ଣ୍ଣ, ହୃଦସ୍ପନ୍ଦନ ବଢାଇ ଦେଉଥିବା ମ୍ୟାଚରେ ବାଜି ମାରି ନେଲା ଭାରତ। ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୮ ରନରେ ହରାଇଛି। ବିଜୟ ସହ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ବୃଥା ହୋଇଛି। ବେଥେଲ ୧୦୫ ରନ କରିଥିଲେ ହେଁ ଭାରତ ମ୍ୟାଚକୁ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି।

Updating...