U19 World Cup: ଆଫଗାନିସ୍ତାନର ଦୁଇ ବ୍ୟାଟରଙ୍କ ଶତକ, ସେମିରେ ଭାରତକୁ ଏତିକି ଟାର୍ଗେଟ୍ ଦେଲା ଆଫଗାନିସ୍ତାନ

NEWS7
stars-look-in-2019-iifa-awards-faizal-and-radhika-rocked-the-green-carpet

ହରାରେ: ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୩୧୦ ରନର ଦମଦାର ସ୍କୋର କରିଛି। ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ। ଫୈଜଲ ସିନୋଜାଦା ୧୧୦ ରନ ଓ ଉୁଜେରୁଲ୍ଲା ନିଆଜାଇ ୧୦୧ ରନର ଅପରାଜିତ ଇନିଂସ ଖେଳିଛନ୍ତି କରିଛନ୍ତି। ଦୁଇ ବ୍ୟାଟର ୪୮ ରନ ଯୋଡ଼ିଥିଲେ।

Updating...