ଭୁବନେଶ୍ବର ୬।୬: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଭୁବନେଶ୍ୱର ଉପକଣ୍ଠ ଗୋହିରିଆ ଛକରେ ଘଟିଛି ଏହି ଦୁର୍ଘଟଣା । ୩ଟି ଗାଡିକୁ ପଛକୁ ପଛ ଧକ୍କା ଦେଲା ବୋଲେରୋ । ଡିଭାଇଡର୍ ଓ ବ୍ୟାରିକେଡ଼ ଭାଙ୍ଗି ରାସ୍ତା ତଳକୁ ଖସିପଡ଼ିଲା । ବୋଲେରୋ ଧକ୍କାରେ ଆଇଚର୍ ଓ ସ୍କୁଟର ଚୁରମାର୍ ହୋଇଛି । କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏକାଧିକ ଆହତ ହୋଇଥିବା ସୂଚନା । ଦୁର୍ଘଟଣା ଘଟାଇ ବୋଲେରୋ ଚାଳକ ଫେରାର ହୋଇଯାଇଛି ।
You Can Read:
ଘରୋଇ ନର୍ସିଂହୋମ୍ରେ ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ, ମେଡିକାଲ୍ ଟିମ୍ ଗଠନ କରି ତଦନ୍ତ ପାଇଁ ସିଡିଏମ୍ଓଙ୍କୁ ଅନୁରୋଧ