LIVE TV

IND vs WI Test: ରାହୁଲ-ଜୁରେଲଙ୍କ ପରେ ଜାଡେଜାଙ୍କ ଶତକ, ଦ୍ୱିତୀୟ ଦିନରେ ଭାରତର ସ୍କୋର ୪୪୮/୫

NEWS7
rajeswari-mruta-in-bhubaneswar

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । କେଏଲ୍ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୱିକେଟ ହରାଇ ୪୪୮ ରନ କରିଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜଠାରୁ ଭାରତ ୨୮୬ ରନର ଅଗ୍ରଣୀ ଅଛି ।