ମହଙ୍ଗା ହେଲା ଟ୍ରେନ୍ ଭଡା : ବେଶି ବାଟ ଯିବା ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା

NEWS7
puja-preparation-at-haripur-dolamundai-and-khannagar-puja-mandap-of-cuttack

ନୂଆଦିଲ୍ଲୀ, ୨୧/୧୨: ମହଙ୍ଗା ହେଲା ଟ୍ରେନ୍ ଯାତ୍ରା । ବଢିଲା ଟିକେଟ୍ । ନୂଆ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଟ୍ରେନ୍ ଭଡା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର 26ରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଜଣାପଡିଛି । ଭାରତୀୟ ରଳବାଇ ମେଲ-ଏକ୍ସପ୍ରେସର ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି । ଏବେ ଅଧିକ ବାଟ ଯାଉଥିବା ଯାତ୍ରୀ ଅଧିକ ଟଙ୍କା ବ୍ୟୟ କରିବେ ।