ମୃତ୍ୟୁ ବି ଏମିତି ଆସେ.. ମର୍ଣ୍ଣି ଓ୍ୱାର୍କ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

NEWS7
police-orders-2thousand-tear-gas-cells-for-delhi-border-know-why

ଖଲ୍ଲିକୋଟ ୧୫।୦୨ : ମର୍ଣ୍ଣି ଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ଏହାପରେ ତୁରନ୍ତ ତାଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଛାତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗଞ୍ଜାମ ଜିଲ୍ଲା ବାଗଲପୁର ଗାଁରେ ଘଟିଛି ଏହି ଅଘଟଣ ।