ଭୁବନେଶ୍ବର: ଚଳିତ ଥର ୨୦୨୫ ଆଗ୍ରିକଲଚର୍ ଟୁଡେ ପୁରସ୍କାର ପାଇଛି ଓଡ଼ିଶା। ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ରାଜ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା କହିଛନ୍ତି କେଭି ସିଂହ ଦେଓ। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
‘ଚୌକି ଖୋଜିବା ସହଜ ନୁହେଁ, ସୁଯୋଗ ମିଳିଲେ ମାଡ଼ି ବସ’...
