ଭୁବନେଶ୍ବର ୯।୭: ଆଉ ନାହିଁ ସବୁ ଶ୍ରେଣୀରେ ପାସ୍ ବ୍ୟବସ୍ଥା । ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହେଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ ହୋଇଛି । ପରୀକ୍ଷାରେ ଫେଲ୍ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପୁଣି ଫେଲ୍ ହେଲେ ସେହି ଶ୍ରେଣୀରେ ରହିବେ । ପ୍ରାଥମିକ ଶିକ୍ଷା ନସରିବା ଯାଏଁ ସ୍କୁଲରୁ ବିଦା କରାଯିବନି ।
You Can Read:
ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦେଖିବାକୁ ପୁରୀ ଯାଉଥିଲେ, ସଡ଼କ ଦୁର୍ଘଟଣାରେ ଚାଲିଗଲା ସାଲେପୁର ଯୁବତୀଙ୍କ ଜୀବନ