ଆକ୍ସନରେ ଭଦ୍ରକ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନ୍‌କାଉଣ୍ଟର

NEWS7
new-electronics-showroom-sai-world-opens-near-tulsipur-cuttack

ଭଦ୍ରକ ୧୬।୧୨ : ଭଦ୍ରକରେ ପୋଲିସର ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନ୍‌କାଉଣ୍ଟର କରିଛି ଭଦ୍ରକ ପୋଲିସ । ଯେଉଁଥିରେ ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ଏହାପରେ ସ୍ଥାନୀୟ ପୋଲିସ ବୁଦ୍ଧିଆଙ୍କୁ ମେଡିକାଲରେ ଭର୍ତ୍ତି କରିଛି।