LIVE TV

ଅହମ୍ମଦାବାଦରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦ ବର୍ଷ ପରେ ଭାରତକୁ ମିଳିଲା ଆୟୋଜନ ଅଧିକାର

NEWS7
naomi-osaka-announces-pregnancy-after-withdrawing-from-australian-open

ନୂଆଦିଲ୍ଲୀ: ଭାରତକୁ ପୁଣି ଥରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବାର ଅଧିକାର ମିଳିଛି । ଭାରତ ଶେଷ ଥର ପାଇଁ ୨୦୧୦ରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିଥିଲା । ଏବେ ୨୦୩୦ରେ ଗୁଜରାଟର ଅହମ୍ମଦାବାଦକୁ ଆୟୋଜନ ଅଧିକାର ଦିଆଯାଇଛି । ଏହାର ଅର୍ଥ ହେଉଛି ୨୦ ବର୍ଷ ପରେ ଭାରତୀୟ କ୍ରୀଡା ପ୍ରେମୀମାନେ ପୁଣି ଥରେ ଭାରତରେ ବିଭିନ୍ନ ଖେଳ ପ୍ରତିଯୋଗିତାକୁ ଉପଭୋଗ କରିବାର ସୁଯୋଗ ପାଇବେ ।