BIG BREAKING: ଦଳ ବିରୋଧୀ ଆଚରଣ ପଡ଼ିଲା ମହଙ୍ଗା, ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ

NEWS7
naba-nirman-krushak-sangathan-stages-protest-in-bhubaneswar

ଭୁବନେଶ୍ଵର: ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ଆଜି ବିଜେଡି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ। ସେ ପରୋକ୍ଷରେ ଦଳର କାର୍ଯ୍ୟଶୈଳୀକୁ ନିଷ୍ପତ୍ତିକୁ ସମୋଲଚନା କରିଥିଲେ। ତାକ୍ତ ବକ୍ତବ୍ୟ ଏବଂ ଆଚରଣକୁ ନେଇ ବେଶ ଖପ୍ପା ଥିଲେ ଦଳ ସଭାପତି ନବୀନ ପଟ୍ଟନାୟକ। ଆଉ ପ୍ରଭାତଙ୍କୁ ଆଜି ଦଳରୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ।

Updating...