ସୈତାନ ପ୍ରେମିକା, ନୂଆ ବୟଫ୍ରେଣ୍ଡ ସହ ମିଶି ଲିଭ-ଇନ୍-ପାର୍ଟନରକୁ କଲା ହତ୍ୟା

NEWS7
miscreants-loot-cash-gold-ornaments-from-house-in-kaptipada-

ବେଙ୍ଗାଲୁରୁ ୦୩।୦୩ : କନ୍ନଡ ଇଣ୍ଟଷ୍ଟ୍ରିରୁ ଆସିଛି ଚକିତ କଲା ଭଳି ଖବର । ଅଭିନେତ୍ରୀ ଉର୍ମିଳା ଓରଫ ବିନ୍ଦୁ ନିଜ ଲିଭ-ଇନ୍-ପାର୍ଟନରଙ୍କୁ ଅତି ନିର୍ମମ ଭାବେ କରିଥିବାର ଅଭିଯୋଗ ଆସିଛି । ପୋଲିସକୁ ଏହି ମାମଲାରେ ‘ଟ୍ରାଏଙ୍ଗଲ ମର୍ଡର ମିଷ୍ଟ୍ରି’ ର ଲିଙ୍କ୍ ମିଳିଛି । ଏହାସହିତ ପ୍ରେମିକ ସମେତ ତିନି ଜଣଙ୍କୁ ଗିରଫ କରିଛି ।