ପୁରୀ: ରଥଯାତ୍ରା ସୁପରିଚାଳନା ପାଇଁ ଗଠନ ହେଲା ମନ୍ତ୍ରିସ୍ତରୀୟ କମିଟି । ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି କମିଟି । କମିଟିରେ ଅଛନ୍ତି ୪ ମନ୍ତ୍ରୀଙ୍କ ସହ ଆଇନ୍ ବିଭାଗର ପ୍ରମୁଖ ସଚିବ । ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି କମିଟିର ସଦସ୍ୟ ଅଛନ୍ତି । ଆଇନ୍ ବିଭାଗ ପ୍ରମୁଖ ସଚିବଙ୍କୁ କମିଟିର ଆବାହକ ଭାବେ ଦିଆଯାଇଛି ଦାୟିତ୍ବ ।
ଅପରେସନ ସିନ୍ଦୂରକୁ ପଦ୍ମଶ୍ରୀ କଲିମ ଉଲ୍ଲାଙ୍କ ସ୍ୱତନ୍...
