ରାଜ୍ୟ କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ

NEWS7
meteorological-dept-advised-not-to-out-between-11-am-and-4-pm

ଭୁବନେଶ୍ବର: ସରିଲାରାଜ୍ୟ କ୍ୟାବିନେଟର୩୬ତମ ବୈଠକ। ଶନିବାରମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ସହ ବୈଠକରେରାଜ୍ୟ ବଜେଟ ମଧ୍ୟ କ୍ୟାବିନେଟରେଅନୁମୋଦିତହୋଇଛି। ଏହାଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ

ତେବେ ଶନିବାର ମଞ୍ଜୁରୀ ମିଳିଥିବା ପ୍ରସ୍ତାବ ମଧ୍ୟରେଜଳସମ୍ପଦ ବିଭାଗରଟି ଏବଂ ଶ୍ରମ ବିଭାଗର ଗୋଟିଏ ପ୍ରସ୍ତାବରହିଛି।ଜଳସମ୍ପଦ ବିଭାଗରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର୧୦୦କୋଟି ଟଙ୍କାରଟି ପ୍ୟାକେଜକୁଅନୁମୋଦନ। ସେହିଭଳିଶ୍ରମ ବିଭାଗର ରେଡିଗ୍ରାଫର ସର୍ଭିସ୍ରୁଲରେ ସଂଶୋଧନକୁ ଅନୁମତି ଦେଇଛି କ୍ୟାବିନେଟ୍।