LIVE TV

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସୁସ୍ଥ, ବେଙ୍ଗାଲୁରୁ ହସ୍ପିଟାଲରେ ଚାଲିଛି ଚିକିତ୍ସା

NEWS7
koraput-congress-mla-krushna-chandra-sagaria-resign-from-congress-general-secretary-post

ନୂଆଦିଲ୍ଲୀ ୦୧।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଏମଏସ ରାମୈୟା ହସ୍ପିଟାଲରେ କରାଯାଛି ଚିକିତ୍ସା । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଖଡ଼ଗେଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଏହା ପରେ ହିଁ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ।

୮୩ ବର୍ଷୀୟ ମଲ୍ଲିକାର୍ଜୁନ ଖଡଗେ ଗତ କିଛି ଦିନ ଧରି ରାଜନୈତିକ କାର୍ଯ୍ୟକ୍ରମ ଏବଂ ବୈଠକରେ ବ୍ୟସ୍ତ ଥିଲେ । କଂଗ୍ରେସ ନେତା ଏବଂ ସମର୍ଥକମାନେ ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି