ମେଷ- କୌଣସି ଗୁପ୍ତ ଖବର ମିଳିପାରେ । ଅନ୍ୟମାନଙ୍କ ସହ ମତଭେଦ ହେବା ସମ୍ଭାବନା ରହିଛି । ଧନ ଋଣ ନିମନ୍ତେ ଚିନ୍ତା କମିପାରେ । ପୁରୁଣା କାମ ସଫଳ ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ଅନାବଶ୍ୟକ କାମରୁ ଦୂରେଇ ରୁହନ୍ତୁ ।
ବୃଷ- ପ୍ରେମ ସମ୍ପର୍କରେ ନୂଆ ଆଶା ଜନ୍ମ ନେବ । ବ୍ୟବସାୟରେ ଲାଭ ମିଳିପାରେ । ବନ୍ଧୁଙ୍କ ସହଯୋଗ ମିଳିବ। ପ୍ରତିଯୋଗିତାରେ ସଫଳତା ମିଳିପାରେ । ମନ ଶାନ୍ତି ରହିବ । ଦିନ ମଧ୍ୟମ ହେବା ସମ୍ଭାବନା ରହିଛି।
ମିଥୁନ- ନିଯୁକ୍ତି କିମ୍ବା ଚାକିରିରେ ନୂଆ ସୁଯୋଗ ମିଳିପାରେ । ବଡ଼ ଲୋକଙ୍କ ସହ ଯୋଗାଯୋଗ ବଢ଼ିପାରେ । ମନ ଅଳସୁଆ ରହିପାରେ । ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ । ସାବଧାନ ଚାଲନ୍ତୁ, ଦୁର୍ଘଟନା ଯୋଗ ଅଛି ।
କର୍କଟ- ଧନ ଲାଭ ଓ ଯାତ୍ରା ଯୋଗ ରହିଛି । ବାହାରେ କାମ କରୁଥିବା ଲୋକଙ୍କ ପାଇଁ ଦିନ ଭଲ । ବୃଦ୍ଧି ଓ ସମ୍ମାନ ମିଳିପାରେ । ପିଲାମାନଙ୍କୁ ନେଇ ଚିନ୍ତା କମିପାରେ । ମନ ଖୁସି ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିପାରେ ।
ସିଂହ- ନୂଆ ଯୋଜନା ଆରମ୍ଭ ହେବାର ସମ୍ଭାବନା । ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ଲୋକପ୍ରିୟତା ମିଳିପାରେ । ନିଜ ମନରୁ ଶକ୍ତି ମିଳିବ । ଶତ୍ରୁ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ନେଇ ସତର୍କ ରୁହନ୍ତୁ ।
କନ୍ୟା- ମନ ଉଦ୍ବିଗ୍ନ ରହିପାରେ, ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ପ୍ରେମ ସମ୍ପର୍କ ଭଲ ରହିବ। ଆର୍ଥିକ ଅବସ୍ଥା ସଧାରଣ ରହିବ । ନିଜର ଲାଗି କିଛି ସମୟ ଦିଅନ୍ତୁ । ବୃଦ୍ଧି ପାଇଁ ସହଯୋଗ ମିଳିପାରେ ।
ତୁଳା- ପ୍ରେମ ଓ ବ୍ୟବସାୟ ଦୁହିଁରେ ଗତି ଆସିବ । ଧନର ଉପରେ ଅଧିକ ଖର୍ଚ୍ଚ ହେବ । ବୃଦ୍ଧି ଓ ସଫଳତା ମିଳିପାରେ । ନିଜ ଜନ୍ମର ଲୋକଠାରୁ ସାହାଯ୍ୟ ମିଳିପାରେ । ଅନାବଶ୍ୟକ କଥାରୁ ଦୂରେଇ ରୁହନ୍ତୁ ।
ବୃଷ- ଅନାପେକ୍ଷିତ ଲାଭ ହେବାର ସମ୍ଭାବନା । ଜମି ଘର ନିମନ୍ତେ କିଛି ନିଷ୍ପତ୍ତି ହେବ । ବ୍ୟବସାୟରେ ସୁଖଦ ଫଳ ମିଳିପାରେ । ଅଭିଯୋଗ କିମ୍ବା ଅସୁଯୋଗ ହେବା ସମ୍ଭାବନା ରହିଛି । ବିନା କାରଣ ମୁଖ ଖୋଲିବା ଠିକ୍ ନୁହେଁ ।
ଧନୁ- ଯାତ୍ରା ଓ ଶିକ୍ଷା ସମ୍ବନ୍ଧୀୟ କାମରେ ଗତି ଆସିବ । ଅନ୍ୟମାନଙ୍କୁ ମନ ଖୋଲି କଥା କହିବା ଦ୍ୱାରା ସମସ୍ୟା ଦୂର ହୋଇପାରେ। ଅଭିଜ୍ଞତା ବଢ଼ିବ । ବଡ଼ ଲୋକଙ୍କ ସହ ମିଳିବା ଯୋଗ ଅଛି । ନିଜ ଉଦ୍ୟମରେ ଶ୍ରେଷ୍ଠତା ଆସିପାରେ ।
ମକର- କାମରେ ଅଧିକ ଦାୟିତ୍ୱ ମିଳିପାରେ । ସମୟ ଅନୁସାରେ ନିଷ୍ପତ୍ତି ନେବା ଦରକାର । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।
କୁମ୍ଭ- ସାମାଜିକ ଓ ବ୍ୟବସାୟ ଜୀବନରେ ସଫଳତା ମିଳିପାରେ । ମନ ଖୁସି ରହିବ । ଶ୍ରମର ସଫଳତା ଦେଖିପାରିବେ । ବଡ଼ କାମରେ ନିଜ ଉଦ୍ୟମ ଫଳ ଦେବ । ବୃଦ୍ଧ ଲୋକଙ୍କ ଶୁଭ ଆଶୀର୍ବାଦ ମିଳିପାରେ ।
ମୀନ- ଆର୍ଥିକ ଲାଭ ଓ ମାନସିକ ସମାଧାନ ମିଳିପାରେ । ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ହେବ । କିଛି ନୂଆ ଶିଖିବା ଯୋଗ ରହିଛି । ଦିନ ଶୁଭ ରହିବ । ଉତ୍ସାହ ଓ ଧୈର୍ଯ୍ୟରେ କାମ କରନ୍ତୁ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682