ଆପଣଙ୍କୁ ପରିଶ୍ରମର ଫଳ ମିଳିବ, କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ

Published By : Prameya-News7 Bureau | June 06, 2024 IST

ମେଷ - ଆସନ୍ତାକାଲି ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରେ ସମୟ କରିବେ । ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ ।ଦମ୍ପତି ଙ୍କ ପାଇଁ ଦିନ ଟି ବହୁତ୍ ଶୁଭ  ରହିଛି। ଛାତ୍ର ଛାତ୍ରୀ ଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବୃଷ -  ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ । ନିଜର ଜରୁରୀ ବସ୍ତୁ ଶୁକ୍ରବାର ଆପଣ କ୍ରୟ କରି ପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରି ପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ ।

ମିଥୁନ - ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି । ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ । ବ୍ୟବସାୟୀ ମାନେଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।ଲାଭ ଯୋଗ ଅଛି ।ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ ।

କର୍କଟ -  ନୂଆ ଚାକିରି ଆସନ୍ତାକାଲି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ ।ଆପଣଙ୍କୁ କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ସତର୍କ ରୁହନ୍ତୁ । ଛାତ୍ର ଛାତ୍ରୀ ମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟ ମଧ୍ୟମ ଫଳ ମିଳିବ ।

ସିଂହ - ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟ ରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କ ରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ ।ଶନି ଆପଣଙ୍କର ମଙ୍ଗଳ କରିବେ ।

କନ୍ୟା - ନିଜକୁ ଭାଗ୍ୟବାନ ମନେ କରିବେ । ସର୍ବ କାର୍ଯ୍ୟରେ ଉନ୍ନତି ଘଟିବ । ସ୍ବାସ୍ଥ୍ୟ ସମସ୍ୟାର ଆସନ୍ତାକାଲି ସଂପୂର୍ଣ୍ଣ ନିରାକରଣ ହେବ । ପରିବାରରେ ହସ ଖୁସିର ମହୋଲ ଲାଗି ରହିବ ।ବ୍ୟବସାୟରେ ଅନେକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ ।

ତୁଳା - ଆପଣଙ୍କ ଦିନଟି ଆସନ୍ତାକାଲି ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି  ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ କରିବେ ।

ବିଛା - କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇ ପାରେ । ସୁଖ ହାନି ଘଟି ପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମାନେ କରି ପାରନ୍ତି ।ମାଲି ମକୋଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ଧନୁ - ଘଟଣା କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ । ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି ।ବାକି ରହିଥିବା କାର୍ଯ୍ୟ ଶୁକ୍ରବାର ସଂପୂର୍ଣ୍ଣ ହେବ ।ବ୍ୟବସାୟ ରେ ସଫଳତା ମିଳିବ ।ମହିଳା ମାନେ ଗୃହ କାର୍ଯ୍ୟ ରେ ଅଧିକ ମନୋନିବେଶ କରିବେ ।

ମକର - ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି ।ଅହଙ୍କାର ର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ ।ଅଳପ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ ।ଭାଙ୍ଗି ଥିବା ସମ୍ପର୍କ ଯୋଡ଼ିଭେବ ର ଯଥେଷ୍ଟ ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ  ମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ - ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟ ରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀ ଙ୍କ ପାଇଁ ଦିନଟି ବିଶେଷ  ଭଲ ରହିଛି ।ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ ।ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ ।

ମୀନ - ସବୁ କର୍ମ ରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବିଧ ବିଘ୍ନ ର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀ ଙ୍କ ପାଟି ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତି ମାନେ ଖୁସିରେ ଦିନଟି କାଟିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.