ମେ ୧୦ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 10, 2025 IST

ମେଷ -  ଧନ ପ୍ରାପ୍ତି ର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହ ର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ୍ ଉତ୍ତମ ରହିବ । ମାଲି ମାକୋଦ୍ଦାମା ରେ ଜୟଯୁକ୍ତ ହେବେ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।

 

ବୃଷ  - କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତା ରେ ରହି ନିଷ୍ପତି ନେବେ  ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତା ରେ ଦିନ କାଟିବେ।

 

ମିଥୁନ  - ଦେହ ଅସୁସ୍ଥ ରହିବାର ସୂଚନା ମିଳେ । ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ର ରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ ବଢିବ ।ବିଚ୍ଛେଦ ହୋଇଥିବା ସମର୍କ ନୂତନ ମୋଡ଼ ନେବ । ବ୍ୟବସାୟ ରେ ଏତେ ଲାଭ ଯୋଗ ନାହିଁ ।

 

କର୍କଟ - ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ ।   ବନ୍ଧୁ ଙ୍କ ସହଯୋଗ ପାଇବେ ।

 

ସିଂହ - ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।

 

କନ୍ୟା - ଆଜି ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ର ରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇ ପାରନ୍ତି ।କାହା କଥା ରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନ ରେ ଖୁସି ଲାଗି ରହିବ ।

 

ତୁଳା - କୌଣସି କଥା କୁ ନେଇ ଚିନ୍ତା ରେ ରହିବେ । କିଛି ନୂତନ ସମସ୍ୟା  ଆଜି ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ର ରେ  ମନ ରେ ଥିବା କଥା ଗୁପ୍ତ ରେ ରଖନ୍ତୁ ।

 

ବିଛା - ଦିନଟି ମିଶ୍ର ଫଳ ଦେବ । ଚାକିରି ରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭ୍ରମଣ ର ଯୋଗ ରହିଛି ।ପ୍ରତିରୋଧ ର ଶିକାର ହୋଇଁପରାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ଆଶାତୀତ ଫଳ   ପ୍ରାପ୍ତ କରିବେ ।

 

ଧନୁ - ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ  ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀ ମାନେ ଅଧିକ ଲାଭ ଆଶା ରେ ରହିବେ । ଛାତ୍ର ଛାତ୍ରୀ ମାନେ ଖୁସି ମନ ରେ ରହିବେ। 

 

ମକର - ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ ।ପରିବାର ରେ ସୁଖ ଶାନ୍ତି ଲାଗି ରହିବ । ନେଇ ଥିବା ଉଧାର ଆଜି ଫେରସ୍ତ କରିବେ ।ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ ।କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।

 

ମୀନ - ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନ ର ଭୟ ଆପଣଙ୍କୁ ରହିବ ।ପୁରୁଣା ବନ୍ଧୁ ଙ୍କ ମିଳନ ହୋଇ ପାରେ । ବ୍ୟବସାୟ ରେ ସଂପୂର୍ଣ୍ଣ ଧ୍ୟାନ ଦେବେ  ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ 

 

କୁମ୍ଭ -  ଆଜି ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି ର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଫଳାଫଳ କୁ ଅପେକ୍ଷା କରିବେ । ନୂତନ  ଯାନବାହାନ  କ୍ରୟ   କରି ପାରନ୍ତି । ନୂତନ ସ୍ଥାନ ପ୍ରାପ୍ତି ର ଯୋଗ ରହିଛି । ଆୟ ଉତ୍ତମ ରହିବ ।

 

ମୀନ - ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବନ୍ଧନ ର ଭୟ ଆପଣଙ୍କୁ ରହିବ ।ପୁରୁଣା ବନ୍ଧୁ ଙ୍କ ମିଳନ ହୋଇ ପାରେ । ବ୍ୟବସାୟ ରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳ ଦେବ

 

         ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

            ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.