ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଫୁଟିଲା ବୋମା, ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ସୂଚନା

NEWS7
know-about-afghanistan-todays-report

ବାଙ୍କୀ ୧।୧: ବାଙ୍କୀ ତାଳବସ୍ତ ଗ୍ରାମରେ ବୋମା ମାଡ଼ ଅଭିଯୋଗ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଫୁଟିଲା ବୋମା । ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ଼ ହୋଇଥିବା ସୂଚନା ।