LIVE TV

ଝୁଲନ୍ତା ଅବସ୍ଥାରେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

NEWS7

ଭଦ୍ରକ୨୦/୧୨: ଝୁଲନ୍ତା ଅବସ୍ଥାରେ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅମ୍ବରୋଳି ପଞ୍ଚାୟତ କନିଆସାହିରେ ହୋମଗାର୍ଡଙ୍କ ମୃତଦେହ ମିଳିଛି।

ମୃତକ ହେଲେ ଭଦ୍ରକ ପୋଲିସ  ମୁଖ୍ୟାଳୟରେ କାର୍ଯ୍ୟରତ ହୋମଗାର୍ଡ ସୁରେଶ ଚନ୍ଦ୍ର ରାଉତ। ତେବେ ସକାଳୁ ସ୍ଥାନୀୟ ଲୋକେ ସୁରେଶଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିଥିଲେ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।