ଦୀଘା କେମିତି ହେଲା ଜଗନ୍ନାଥ ଧାମ ? ପଶ୍ଚିମବଙ୍ଗ ସରକାର କରୁଛି ଅପଚେଷ୍ଟା

Published By : Prameya-News7 Bureau | May 05, 2025 IST

ପୁରୀ/ଭୁବନେଶ୍ୱର ୦୫।୦୫ : ଦେଶରେ ରହିଛି ଚାରି ଧାମ । ସେଥିମଧ୍ୟରୁ ଜଗନ୍ନାଥ ଧାମ ମାନେ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ ।ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ଭାବେ ବେଶ୍‌ ପ୍ରସିଦ୍ଧ ପୁରୀ । ହେଲେ ପଶ୍ଚିମବଙ୍ଗ ସରକାରଙ୍କ କରିଚାଲିଛି ବଦ୍‌ମାସୀ । ଦୀଘାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ ଭାବରେ ପ୍ରଚାର ଓ ପ୍ରସାର କରିଚାଲିଛି । ଏହା କେତେ ଦୂର ଠିକ… ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରକୁ କେବେ ଫେରିବ ଚେତା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.