ଭୁବନେଶ୍ବର ୩୦।୭: କେନ୍ଦ୍ରକୁ ଡେପୁଟେସନରେ ଯିବେ ଦୁଇ ଆଇପିଏସ୍ ଅଧିକାରୀ । ଆଇପିଏସ୍ ଆର୍.ପି. କୋଚେ ଏବଂ ଯଶୱନ୍ତ କୁମାର ଜେଠୱା କେନ୍ଦ୍ରକୁ ଡେପୁଟେସନରେ ଯିବେ । କେନ୍ଦ୍ରକୁ ଯିବାକୁ ଉଭୟଙ୍କ ନାଁ ଏମପ୍ୟାନେଲ ପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ଅନୁମତି ପ୍ରଦାନ କରିଛି ।
ଆଇପିଏସ୍ ଆର୍.ପି. କୋଚେ ହେଉଛନ୍ତି ୧୯୯୩ ବ୍ୟାଚ୍ର ଓଡ଼ିଶା କ୍ୟାଡର ଅଧିକାରୀ । ସେହିପରି ଯଶୱନ୍ତ କୁମାର ଜେଠୱା ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ । ଉଭୟ ଡିଜି କିମ୍ବା ଡିଜି ସମକକ୍ଷ ରାଙ୍କରେ କେନ୍ଦ୍ରକୁ ଯିବେ ।
You Can Read:
ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ବାଦ୍ ହିତାଧିକାରୀଙ୍କୁ ଯୋଡ଼ିବାକୁ ଆଉ ଥରେ ସର୍ଭେ