ଶ୍ରୀମନ୍ଦିରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ସପରିବାର ସହ କଲେ ମହାପ୍ରଭୁଙ୍କୁ ଦର୍ଶନ

NEWS7
indian-railways-big-plan-for-a-safer-network-for-passengers

ପୁରୀ ୧୧।୦୧ : ପୁରୀରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ। ମୁଖ୍ୟ ବିଚାରପତି ସପରିବାର ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ କଲେ ଦର୍ଶନ। ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ମନ୍ଦିର ଭିତରକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ କଲେ ଦର୍ଶନ। ମା ଲକ୍ଷ୍ମୀ, ବିମଳାଙ୍କ ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କଲେ।