Live Live
LIVE

upsc cse final result 2025: ୟୁପିଏସସି ସିଏସଇ ଚୂଡ଼ାନ୍ତ ଫଳାଫଳ ଘୋଷଣା:୯୫୮ ଆଶାୟୀ ପାସ୍, ଅନୁଜ ଅଗ୍ନୀହୋତ୍ରୀଦେଶରେ ଟପ୍ପର

NEWS7
india-out-of-the-top-10-of-worlds-most-powerful-countries

ନୂଆଦିଲ୍ଲୀupsc cse final result 2025 ୟୁନିୟନ ପବ୍ଲିକ ସର୍ଭିସ କମିଶନ ଶୁକ୍ରବାର(୬ ମାର୍ଚ୍ଚ ୨୦୨୬) ସିଭିଲ୍ ସର୍ଭିସେଜ୍ ପରୀକ୍ଷା ୨୦୨୫ ଫାଇନାଲ ରେଜଲ୍ଟ ଘୋଷଣା କରିଛି। ଅନୁଜ ଅଗ୍ନିହୋତ୍ରୀ ପୂରା ଦେଶରେ ଟପ୍ପର ହୋଇଛନ୍ତି। ଚଳିତ ଥର ୯୫୮ ଆଶାୟୀ ପରୀକ୍ଷାରେ ପାସ୍ କରିଥିବା ବେଳେ ଦେଶର ବିଭିନ୍ନ ସେବା ପାଇଁ ଏମାନଙ୍କ ନାଁ ସୁପାରିସ କରାଯାଇଛି। ଏହି ସମସ୍ତ ଆଶାୟୀଙ୍କୁ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ବୈଦେଶିକ ସେବା (IFS) ଭାରତୀୟ ପୁଲିସ ସେବା (IPS) ଓ ସେଣ୍ଟ୍ରାଲ ସର୍ଭିସେଜର ଗ୍ରୁପର ‘ଏ’ ଓ ‘ବି’ ପଦବୀରେ ନିଯୁକ୍ତ କରାଯିବ।

୧ ଅନୁଜ ଅଗ୍ନିହୋତ୍ରୀ (ରୋଲ ନମ୍ବର)୨. ରାଜେଶ୍ୱରୀ ସୁଭ୍ ମି (ରୋଲ୍ ନମ୍ବର: ୪୦୦୦୦୪୦)୩. ଆକାନ୍ ଧଲ୍ (ରୋଲ୍ ନମ୍ବର: ୩୫୧୨୫୨୧)୪. ରାଘବ ଝୁନଝୁନୱାଲା (ରୋଲ୍ ନମ୍ବର: ୦୮୩୪୭୩୨)୫. ଇଶାନ ଭଟନଗର (ରୋଲ ନମ୍ବର: ୦୪୦୯୮୭)୬. ଜିନିୟା ଆରୋରା (ରୋଲ୍ ନମ୍ବର: ୬୪୧୦୦୬୭)

​​​​​​​