ବାଲିଯାତ୍ରା ୨୦୨୫
LIVE TV

ଓଡ଼ିଶା ଆସିବେ ରାଷ୍ଟ୍ରପତି, ବିଧାନସଭା ଅଧିବେଶନକୁ କରିପାରନ୍ତି ସମ୍ବୋଧନ

NEWS7
india-looking-for-partners-not-preachers-jaishankar-takes-a-dig-at-europe

ଭୁବନେଶ୍ୱର ୧୦।୧୧ : ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦୌଦଦୀ ମୁର୍ମୁ । ଓଡ଼ିଶା ବିଧାନସଭାର ଆଗାମୀ ଶୀତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି ମହାମହିମ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ପୁରା କାର୍ଯ୍ୟକ୍ରମ ଆସିନି, ଆସିବାର ସମ୍ଭାବନା ଅଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।