ବଜେଟ୍-୨୦୨୬ : ମଧ୍ୟବିତ୍ତଙ୍କୁ ବଡ ଉପହାର, ଶସ୍ତା ହେଲା ଏହି ସବୁ ଜିନିଷ...

NEWS7
if-there-is-no-dew-in-barabati-then-the-toss-is-not-that-important-bhubaneswar-kumar

ନୂଆଦିଲ୍ଲୀ, ୦୧|: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ନବମ ଥର ସେ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ବଜେଟ୍ ଆସିବା ପରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ମିଳିଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି। ଯେପରିକି କ୍ୟାନ୍ସର ଔଷଧ, ବ୍ୟାଟେରୀ ଓ ତୈଳକ୍ଷେତ୍ର ସହ ଜଡିତ ବସ୍ତୁର ଦାମ୍ କମିବ । । ଏସବୁ ବସ୍ତୁ ଉପରେ ଲାଗୁଥିବା କଷ୍ଟମ୍ ଶୁଳ୍କ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଦରରେ ପରିବର୍ତ୍ତନ ହେବ ।

ଣ କଣ ଶସ୍ତା

କ୍ୟାନ୍ସର, ଡାଏବେଟିସ୍ ଔଷଧ, ବ୍ୟାଟେରୀ, ବିମାନ ଇନ୍ଧନ, ev-କାର୍, ସୋଲାର ଉପକରଣ, ଜୋତା, ମାଇକ୍ରୋଓ୍ୱେଭ୍, ,ସମୁଦ୍ରଜାତ ଖାଦ୍ୟ, ବ୍ୟାଗ୍, ସିଏନଜି, ବିଦେଶ ପାଠପଢା

ଣ ହେଲା ମହଙ୍ଗା

​​​​​​​ମଦ, ଖଣିଜ ପଦାର୍ଥ, ସ୍କ୍ରାପ୍