ଲମତାପୁଟ ଅଞ୍ଚଳରୁ ଆଇଇଡି ଜବତ, ପାଟ୍ରୋଲିଂ କଡାକଡି କଲା ବିଏସ୍‌ଏଫ୍

Published By : Prameya-News7 Bureau | June 05, 2024 IST

ଲମତାପୁଟ ୫।୬: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଆଇଇଡି ଜବତ ହୋଇଛି । ଅନାକାଡେଲି, ମାଛକୁଣ୍ଡ ଏବଂ ଅଣ୍ଡ୍ରାହାଲ ମିଳିତ BSF ଦ୍ବାରା ଦୁଇଟି ବିସ୍ଫୋରକ ଆଇଇଡି ଜବତ ହୋଇଛି l 

ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଲମତାପୁଟ ବ୍ଲକ ଖଡାପୁଟ ଜଙ୍ଗଲ ଭିତରେ ଏକ ପଥର ସନ୍ଧିରେ ଆଇଇଡି ଲୁଚାଇ ରଖିଥିଲେ ମାଓବାଦୀ l ପଥର ସନ୍ଧିରୁ ଆଇଇଡିକୁ ବାହାର କରି ନଷ୍ଟ କରିଛି ବିଏସ୍‌ଏଫ୍ l ଆନ୍ଧ୍ର ଓଡିଶା ସୀମାନ୍ତ ହୋଇଥିବାରୁ ପାଟ୍ରୋଲିଂ କଡାକଡି କରିଛି ବିଏସ୍‌ଏଫ୍ I

You Can Read :

ପ୍ରଥମ ଥର ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି, କିଏ ହେବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.