ରାଜନଗର ବିଡିଓଙ୍କୁ ଦୁର୍ବ୍ୟବହାର ମାମଲା ; କାର୍ଯ୍ୟରେ ଯୋଗଦେଲେ ବିଡିଓ

NEWS7
iccs-annual-rankings-continue-australia-tops-tests-india-tops-odis-and-t20is--

ପଟ୍ଟାମୁଣ୍ଡାଇ ୮।୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା ପରେ ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି ବିଡିଓ ତିଳୋତ୍ତମା ପୃଷ୍ଟି l ସପ୍ତାହବ୍ୟାପୀ ଛୁଟିରେ ରହିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବିଡିଓ l

ଅନ୍ୟପଟେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରଖିଛି ସରପଞ୍ଚ ସଂଘ I ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖରେ ଏସ୍ ଅଫିସ୍ ଘେରାଉ କରିବା ନେଇ ସରପଞ୍ଚ ସଙ୍ଘ କହିଛି l