ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକାସାଙ୍ଗେ ୪ଟି ସ୍ଥାନରେ ଚାଲିଛି ରେଡ୍‌

NEWS7
humans-teeth-turn-yellow-whereas-animals-teeth-remain-shiny-

ଭୁବନେଶ୍ୱର ୩୦।୧୨ : ଭୁବନେଶ୍ବର ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍। ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ୪ଟି ଜାଗାରେ ଚାଲିଛି ରେଡ୍। ଚଢ଼ାଉରେ ସାମିଲ ହୋଇଛନ୍ତି ୪ ଡିଏସପି, ୭ ଇନ୍ସପେକ୍ଟର, ଜଣେ ଏସଆଇ ଏବଂ ୮ ଏଏସଆଇ। ଭୁବନେଶ୍ବର ବଡ଼ଗଡ଼ରେ ଦୁଇଟି ୩ ମହଲା କୋଠା ଠାବ ହୋଇଛି । ସେହିପରି ଖୋର୍ଦ୍ଧାରେ ଦୁଇ ମହଲା କୋଠା ଥିବା ଜଣାପଡିଛି।