LIVE TV
LIVE TV

୩୩ ଜଣ କୁଖ୍ୟାତ ଅପରାଧୀଙ୍କୁ ପଳାତକ ଘୋଷଣା, ମାସେ ମଧ୍ୟରେ ଆତ୍ମସମର୍ପଣ ନକଲେ ସମ୍ପତ୍ତି ବାଜ୍ୟାପ୍ତି

NEWS7
horoscope-for-tuesday-29-april-2025

କଟକ ୩୦।୧୧ : କଟକ ଜିଲ୍ଲାର ୩୩ ଜଣ କୁଖ୍ୟାତ ଅପରାଧୀଙ୍କୁ ପଳାତକ ଘୋଷଣା । କଟକ ଗ୍ରାମାଞ୍ଚଳ ଏସପିଙ୍କ ପକ୍ଷରୁ ଲାଗିଲା ଲଟକା । ପୂର୍ବରୁ ଏହି ୩୩ ଜଣଙ୍କ ନାଁ' ରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ଏଭିତରୁ ସବୁଠୁ ଅଧିକ ଅପରାଧୀ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡିଛି। ଏକ ମାସ ମଧ୍ୟରେ ଆତ୍ମସମର୍ପଣ ନକଲେ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଏହି ଅପରାଧୀମାନଙ୍କ ଗାଁ ରେ ପୋଲିସ ଡେଙ୍ଗୁରା ବଜାଇ ସତର୍କ କରିଛି।