ବିଧାନସଭାରେ ଗ୍ୟାସ୍‌ ତାତି, ବିରୋଧୀ-ଶାସକ ମୁହାଁମୁହିଁ, ସାଢେ ୧୧ ଯାଏଁ ଗୃହ ମୁଲତବୀ

NEWS7
hockey-world-cup-2023-new-zealand-defeated-chile-3-1

ଭୁବନେଶ୍ୱର ୧୨।୦୩ : ବିଧାନସଭା ଅଧିବେଶନର ୪ର୍ଥ ଦିନ । ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା-ହଟ୍ଟଗୋଳ । ରାଜ୍ୟରେ ଗ୍ୟାସ ଅଭାବର ପ୍ରତିବାଦରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଯାହାଫଳରେ ବିଧାନସଭାକୁ ଦିନ ୧୧ ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।