ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ । ବର୍ତ୍ତମାନ ରାଜ୍ୟରେ ୬୩ ହଜାର NCC କ୍ୟାଡେଟ୍ ରହିଥିବା ବେଳେ ଏହାକୁ ୯୦ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ମହିଳା NCC ବାଟାଲିୟନ ସ୍ଥାପନ ଏହି ଲକ୍ଷ୍ୟକୁ ତ୍ବରାନ୍ବିତ କରିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଶେଷ ଯାଏଁ ଲଢେଇ ଜାରି ରଖିବ ବିଜେଡ଼ି, ବିଧାୟକ କହିଲେ...
