RI ବାବୁଙ୍କର ଲୋଭ ପ୍ରବଳ, ଜମି ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ଲାଞ୍ଚ

NEWS7
gadkari-said-no-one-can-suspect-on-india-population-and-automobile-sector-growth

ପଟ୍ଟାମୁଣ୍ଡାଇ ୨୭।୦୨ : ଚାକିରି ଆରଆଇ । ତଥାପି ବାବୁଙ୍କର ଲୋଭ ପ୍ରବଳ । ପୁଳା ପୁଳା ଦରମା ପାଇ ବି ଲାଞ୍ଚ ପାଇଁ ଆଗ୍ରହୀ ମନ । ସାମାନ୍ୟ ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ଲାଞ୍ଚ । ଠିକ୍ ଏହି ସମୟରେ ଧରାପଡିଗଲେ ଭିଜିଲାନ୍ସ ହାତରେ ।

କେନ୍ଦ୍ରାପଡ଼ା ଜିଲ୍ଲା କେରେଡାଗଡ଼ା ଆରଆଇ ପ୍ରଦ୍ୟୁମ୍ନ କୁମାର ବେହେରା । ଏକ ଜମି ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ୧୦ ହଜାର ଟଙ୍କା । ରାଜନଗର ତହସିଲ ଅଫିସ ସମ୍ମୁଖରେ ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ । ଏହାପରେ ତାଙ୍କୁ ଅଟକ ରଖି ଜେରା କରୁଛି । ଜମି ପଟ୍ଟା 

Updating...