ଦିନେଶ ଗିରଫ ପରେ ପୋଲିସକୁ ମିଳୁଛି ନୂଆ ନୂଆ ତଥ୍ୟ, ହତ୍ୟାରେ ବ୍ୟବହୃତ କାର୍ ଜବତ

NEWS7
flood-water-comes-to-nilagiri-sonriver-after-cyclone

ଭୁବନେଶ୍ୱର ୧୧।୦୨ : ଚନ୍ଦ୍ରଶେଖରପୁର ହତ୍ୟାକାଣ୍ଡ ଘଟଣା । ଠାବ ହେଲା ଅଭିଯୁକ୍ତ ଦିନେଶର କାର୍ । ହତ୍ୟାକାଣ୍ଡରେ ବ୍ୟବହୃତ ଧଳା ରଙ୍ଗର ସେଲେରିଓ କାର୍କୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡ ପରେ କାର୍ ସହ ଫେରାର ଥିଲା ଦିନେଶ ।