ଜୁନ୍ ୩ରେ କୋଟିଆ କମିଟିର ପ୍ରଥମ ବୈଠକ, ରାଜସ୍ବ ମନ୍ତ୍ରୀ କହିଲେ- କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଓ ରହିବେ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ବର ଜୁନ୍ ୩ରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କୋଟିଆ ପାଇଁ ନିଯୁକ୍ତ ହେବେ ସ୍ଵତନ୍ତ୍ର ଅଧିକାରୀ । ଦୀର୍ଘମିଆଦି ଏବଂ ସ୍ୱଳ୍ପ ମିଆଦି ଯୋଜନା କାର୍ଯ୍ୟକାରୀ କରାଯିବ । ସୁପ୍ରିମକୋର୍ଟରେ କୋଟିଆ ମାମଲାର ପୁନଃବିଚାର ଆବେଦନ ହୋଇଛି । କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଓ ରହିବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।


You Can Read:

ନବୀନ ପଟ୍ଟନାୟକ ଶୃଙ୍ଖଳିତ ଓ ବିଜେଡିର ସମସ୍ତ ନେତା ଓ କର୍ମୀ ବି ଶୃଙ୍ଖଳିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.