ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ, ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | April 12, 2025 IST

ଟାଙ୍ଗୀ : ଚଳନ୍ତା ଟ୍ରେନ୍‌ରେ ନିଆଁ । କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ । ପଲସାରୁ ଭୁବନେଶ୍ୱର ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ଷ୍ଟେସନ ଅତିକ୍ରମ କରିବା ପରେ କୋଇଲା ବୋଝେଇ ଟ୍ରେନ୍ରେ ହଠାତ ନିଆଁ ଲାଗିଯାଇଥିଲା । ଟ୍ରେନ୍‌ଟିକୁ ବାଲୁଗାଁ ରେଳ ଷ୍ଟେସନରେ ଅଟକାଇ ଲାଗିଥିବ ନିଆଁକୁ ଆୟତ୍ତ କରୁଛି ବାଲୁଗାଁ ଅଗ୍ନିଶମ ବିଭାଗ । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

You Can Read:

ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.